ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ର ଆଜି ଶେଷ ଦିନ

Feb 14, 2024 - 21:31
 0  44
ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ର ଆଜି ଶେଷ ଦିନ

ଭୁବନେଶ୍ଵର :ଏସିଆନ୍ ଆଫ୍ରିକାନ୍ ଚାମ୍ବର ମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ଆନ୍ତର୍ଜାତୀୟ ଭାବେ ଯୋଗ ଦେଇ ଏହାର ବ୍ୟବସା ସମ୍ମିଳନୀ ଏବଂ ଏକ୍ସପେ ଏକ୍ସପୋ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଆଜି ର ଶେଷ ଦିନରେ ମୁଖ୍ୟ ଅତିଥି ଶ୍ରୀ ପ୍ରଦିମ୍ମ ଚୈଦିରି ସିଡ଼ି ବିର ଡିଜିଏମ ଅଂଶ ଗ୍ରହଣ କରିବା ସହ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ପରେ ରାଜ୍ୟ ସଭା ସାଂସଦ ମୁନା ଖାନ୍‌ ଏବଂ ତାଙ୍କ ସହ କରେନେଲ ଓ ସାଗର କୁମାର ମହାନ୍ତି NCC ଡ଼ାଇରେକ୍ଟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିରିହାନ୍‌ ଆଲମେଚ୍ କିଡ଼ାନୁ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଇଭେଣ୍ଟରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ର ଆଗ ଧାଡିର ୮ ଜଣ ବରିଷ୍ଠ ସାମ୍ବାଦିକ କୁ ସମ୍ୱର୍ଦ୍ଧନା କରାଯାଇଛି । ଏହି ସମ୍ମିଳନୀରେ ଏସିଆ ଏବଂ ଇଥୁପିଆ, ଇରାନ , ମାଲେସିଆ, ସିଙ୍ଗାପୁର , ଜାମ୍ବିଆ ସାଉଥ ଆଫ୍ରିକା , ସିଙ୍ଗାପୁର ଏବଂ ଅନ୍ୟ ଆଫ୍ରିକାନ ଦେଶରୁ ବହୁତ ଡିପ୍ଲାମାସ, ଏମେସେମି ହେଡ଼ ଆସିଥିଲେ । ତାହା ସହ ଏହି ଇଭେଣ୍ଟରେ ତିନିଦିନ ଷ୍ଟଲ ପଡ଼ିଥିଲା । ଏହି ଷ୍ଟଲରେ ମୁଖ୍ୟ ଆକର୍ଷଣ ଇକୋଜେନ ଙ୍କ ର ପ୍ରଡକ୍ଟ ସୋଲାର ବହୁତ ଆକର୍ଷଣ ଥିଲା । ଏହି ଇଭେଣ୍ଟ ପରିଚାଳନା କରିଥିଲେ ସଭାପତି ଲିତା ମହାପାତ୍ର, ଉପ ସଭାପତି ରାଜେନ୍ଦ୍ର ପରିଡ଼ା, ଜୟେଣ୍ଟ ସେକ୍ରେଟେରି ସୁସ୍ମିତା ମହାନ୍ତି, ମେଡିକାଲ ଚେୟାର ପରସନ ଗରିମା ସରୋଗି, ଗୌରବ ରାହାଲାନ ସମସ୍ତ ଙ୍କ ସହଯୋଗରେ ତିନି ଦିନିଆ ଏହି ଇଭେଣ୍ଟ ଟି ଶେଷ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow