୩ ଦଫା ଦାବି ନେଇ ବିଧାନସଭା ଆଗରେ ଗାଁସାଥୀଙ୍କ ବିଶାଳ ତଥା ନିଆରା ଆନ୍ଦୋଳନ

Feb 7, 2024 - 00:38
 0  37
୩ ଦଫା ଦାବି ନେଇ ବିଧାନସଭା ଆଗରେ ଗାଁସାଥୀଙ୍କ ବିଶାଳ ତଥା ନିଆରା ଆନ୍ଦୋଳନ

ଭୁବନେଶ୍ୱର, ତା ୫.୨.୨୦୨୪ : ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର

ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶାଳଙ୍କ ନେତୃତ୍ବରେ ଆଜି ବିଧାନସଭା ଆଗରେ ନିଆରା ଶୈଳୀର ଏକ ବିଶାଳ ଆନ୍ଦୋଳନ

କରାଯାଇଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଗାଁସାଥୀ (ମେଟ) ଗଣ ଆସି ଯୋଗଦେଇଥିଲେ ।

ଅଧିକ ସଂଖ୍ୟାର ଉପସ୍ଥିତିକୁ ଆକଳନ କରି ପ୍ରଶାସନ ଉକ୍ତ ସଂଘର ପରିମିସନକୁ ଶେଷ ମୁହୂର୍ଭରେ ବାତିଲ କରିଥିବାରୁ

ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୁଣ୍ଡରେ ଗୋଲାପି ରିବନ୍‌ ବାନ୍ଧି ବିଭିନ୍ନ ସଂଗ୍ରାମୀ ଗୀତ ମାଧ୍ୟମରେ ସେମାନେ

ଅନଶନ ଜରିଆରେ ସରକାରଙ୍କୁ ଦାବି ଜଣାଇଥିଲେ । ମାସିକ ୧୦,୦୦୦ (ଦଶ ହଜାର) ଟଙ୍କାରୁ ଊର୍ଦ୍ଧ୍ବ ପ୍ରୋତ୍ସାହନ ରାଶି,

ଇଲିଗାଲ୍ ଏନ୍.ଏମ୍.ଏମ୍.ଏସ୍.କୁ ବନ୍ଦ ତଥା ଗାଁସାଥୀଙ୍କୁ ବ୍ଲକ କ୍ୟାଡର ଘୋଷଣା ଆଦି ୩ ଦଫା ଦାବି ପୂରଣ ପାଇଁ

ମାନନୀୟ ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିଛି ବୋଲି ଶ୍ରୀ

ବିଶ୍ବାଳଙ୍କ ସମେତ ଶତାଧ୍ଵକ ଗାଁସାଥୀ (ମେଟ) ସଂଗଠକ ଗଣମାଧ୍ୟମକୁ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ

ମଧ୍ୟରେ ଗାଁସାଥୀ ସଂଗଠକ ବିବେକାନନ୍ଦ ଠାକୁର, ସୁଧାଂଶୁ ଶତପଥୀ, ରବି ଗୌଡ, କୁଳମଣି ମେଣ୍ଟା, ହେମନ୍ତ ନାହାକ,

ନୟନା ନାୟକ, ମିନା ସିଂହ, ମଙ୍ଗଲ ସାଇ ଭତ୍ରା, କଣ୍ଠ ଦୁରୁଆ, ବିପିନ୍ ଦିଗାଲ୍, କରୁଣା ବାଗ୍, ପଞ୍ଚୁ ନାହାକ, ସୀମାରାଣୀ

ପ୍ରଧାନ, ଶୁଶିଳା ନାୟକ, ନକୁଳ ନାୟକ, ଖଗେଶ୍ଵର ନାୟକ, କରୁଣାକର ନାୟକ, ମନୋଜ ପାଢୀ, ଶାନ୍ତନୁ ସେନାପତି,

ବିଦ୍ୟାଧର ପ୍ରଧାନ, ଗଗନ ଧର ସାହୁ, ତପନ ମଲ୍ଲିକ, ସାଗର ମନାସିଂହ, ଅଜୟ ରାୟ, ଅନୀଲ ଜେନା, ସୁରେଶ ସାମଲ,

ପ୍ରତାପ ପରିଡ଼ା, ପ୍ରତାପ ପଡ଼ିଆରୀ, ଅନୀତା ଭଉଣୀ, ଉମେଶ ମୁଣ୍ଡା, ଶଶଧର ସେଠୀ, ସୁନୀତା ଦେଓଗାମ୍, ରଞ୍ଜିତ

ବେହେରା, କୃଷ୍ଣଚନ୍ଦ୍ର କିଷାନ, ମଧୁ ବେହେରା, ଲଳିତା ଦାସ, ନିରୁପମା ମିଶ୍ର, କୁମୁଦିନୀ ପତି, ସୁଷମା ବେହେରା, ବରିଷ୍ଠ

ସଂଗଠକ ସୌଭାଗ୍ୟ ମିଶ୍ର, ଭଗବାନ ବିହାରୀ, ପ୍ରଫୁଲ୍ଲ ସ୍ୱାଇଁ, ଚରଣ ନାହାକ, ଭାନୁମତୀ ଦାସ, ଗଦାଧର ଶିକା, ରତନ

What's Your Reaction?

like

dislike

love

funny

angry

sad

wow