ଭୁବନେଶ୍ବର ବାଲିଅନ୍ତା ବଜାର ରେ ଖୋଲିଲା "ହୋମ ପ୍ଲସ ସୁପର ମାର୍ଟ"

Feb 19, 2024 - 09:02
 0  42
ଭୁବନେଶ୍ବର ବାଲିଅନ୍ତା ବଜାର ରେ ଖୋଲିଲା "ହୋମ ପ୍ଲସ ସୁପର ମାର୍ଟ"

ଭୁବନେଶ୍ବର ବାଲିଅନ୍ତା ବଜାର ରେ "ହୋମ ପ୍ଲସ ସୁପର ମାର୍ଟ" ଖୋଲା ଯାଇଛି, ଜଣେ ବ୍ୟକ୍ତି ଗୋଟେ ଛାତ ତଳେ ଘରର ସମସ୍ତ ଉପକରଣ ଯେପରି ପାଇ ପାରିବ ତାର ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି,ଗରାଖ ସମସ୍ତ ଜିନିଷ କିପରି ଉପଯୁକ୍ତ ମୂଲ୍ୟ ଦେଇ ପାଇବା ସହ ଆନୁଷଙ୍ଗିକ ସେବା ପାଇ ପାରିବେ ସେଥିପାଇଁ ମୂଖ୍ୟତ ପ୍ରୟାସ କରାଯିବ ବୋଲି ମାର୍ଟ ର ମୁଖ୍ୟ ଦୀପକ ବାବୁ ସମସ୍ତଙ୍କୁ ଜଣାଇ ଥିଲେ, ଏହି ସୁପର ମାର୍ଟ ଉଦଘାଟନ ନିମନ୍ତେ ପୁରୀ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ସେବକ ଶ୍ରୀ କିର୍ତ୍ତୀ ପ୍ରକାଶ ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଏହି ଅବସରରେ ଡ଼ ନାରାୟଣ ମହାପାତ୍ର, ଦିଲ୍ଲୀପ ପଟ୍ଟନାୟକ, ମନୋଜ କୁମାର ରାଉଳ, ସୁବାସ କୁମାର ଜଗତି, ଓ ବହୁ ଶୁଭ ଚିନ୍ତକ ଯୋଗ ଦେଇଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମସ୍ତେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସୁପର ମାର୍ଟ କୁ ଉଦଘାଟନ କରାଯାଇ ଥିଲା,ଏହି କାର୍ଯ୍ୟକ୍ରମ ରେ ଦୀପକ ବାବୁଙ୍କ ବାପା, ମା ଓ ପୁରା ପରିବାର ଯୋଗ ଦେଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସୁପର ମାର୍ଟ ଭଲ ଭାବେ ଚାଲିବାକୁ ସମସ୍ତେ କାମନା କରି ଥିଲେ

What's Your Reaction?

like

dislike

love

funny

angry

sad

wow