ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତି ଭୁବନେଶ୍ଵର ପକ୍ଷରୁ ଦିବ୍ୟଧାମ ହରିଦ୍ଵାର ର ଶ୍ରୀ ମଙ୍ଗଳ ଆଶ୍ରମ ଠାରେ ୧.୬.୨୪ ଠାରୁ ୫.୨.୨୪ ପର୍ଯ୍ୟନ୍ତ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ

Feb 29, 2024 - 23:02
 0  48

ଦିବ୍ୟଆତ୍ମନ! ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ କୃପାରୁ ତାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଦିବ୍ୟଧାମ ହରିଦ୍ଵାର ଠାରେ ଅବସ୍ଥିତ ଶ୍ରୀ ମଙ୍ଗଳ ଆଶ୍ରମ ପବନ ଧାମ ଛକ(ସ୍ଵାମୀ ନାରାୟଣ ଆଶ୍ରମ ପାଖ) ଠାରେ୧.୬.୨୪ ରୁ ୫.୬.୨୪ ପର୍ଯ୍ୟନ୍ତ ଶ୍ରୀ ଗୁରୁ ପୂଜା ଓ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଏହି କାର୍ଯ୍ୟକ୍ରମ ରେ ପୁରୀ ରାଧାବଲ୍ଲଭ ମଠ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ଓ ବ୍ରହ୍ମଚାରି ଶ୍ରୀ ସତ୍ୟାନନ୍ଦ ଦାସ ଧାରାବାହିକ ପ୍ରବକ୍ତା ରୁପେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି, ସେଠାରେ ୩୧.୫.୨୦୨୪ ରାତିରୁ ୬.୬. ୨୦୨୪ ସକାଳ ପର୍ଯ୍ୟନ୍ତ ରହିବା ଓ ଖାଇବା ବନ୍ଦୋବସ୍ତ କରା ଯାଇଛି, ରୁମ ଗୁଡିକ ଏସି ପାଇଁ ୮000 ଟଙ୍କା ଓ କୁଲର ରୁମ ନିମନ୍ତେ ୭000 ଟଙ୍କା ପ୍ରଦାନ କରିବାକୁ ପଡିବ, ରୁମ ଗୁଡିକ ସେୟାରିଂ ହିସାବ ରେ ଆଲଟ କରାଯିବ, ଉକ୍ତ ଦେୟ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ନମ୍ବର ୩୮୨୫୦୪୭୯୬୧୮,ଆଇ ଏଫ ଏସ ସି କୋଡ SBIN0005093 ରେ ଜମା କରିବାକୁ ବିଶେଷ ଅନୁରୋଧ, ହରି ଦ୍ଵାର ଯିବା ଓ ସେଠାରୁ ଫେରିବା ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ନିଜେ କରିବାକୁ ପଡିବ, ହରିଦ୍ଵାର ଠାରେ ରହିବା ପ୍ରସାଦ ସେବନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିଆ ଯାଉଥିବା ଅର୍ଥ କୌଣସି ପରିସ୍ଥିତିରେ ଫେରସ୍ତ ହେବ ନାହିଁ: ଶ୍ରୀ ପ୍ରଭାକର ମଲ୍ଲିକ 94396 91060 ଶ୍ରୀ ବୈକୁଣ୍ଠନାଥ ମହାପାତ୍ର 99372 31471. ଶ୍ରୀ ନିରଞ୍ଜନ ଦାଶ 94370 67800 ଶ୍ରୀ ଗୌରାଙ୍ଗ ନାୟକ 94376 35177 ଡଃ ନାରାୟଣ ମହାପାତ୍ର 9438731639

What's Your Reaction?

like

dislike

love

funny

angry

sad

wow