କିଡ୍ସ ୱାର୍ଲ୍ଡ ପ୍ଲେ ସ୍କୁଲ ର ବାର୍ଷିକୋତ୍ସବ

Feb 11, 2024 - 22:24
 0  35
କିଡ୍ସ ୱାର୍ଲ୍ଡ ପ୍ଲେ ସ୍କୁଲ ର ବାର୍ଷିକୋତ୍ସବ

ନୟାପଲ୍ଲୀ ଏଵଂ ସୁନ୍ଦରପଦା ସ୍ଥିତ କିଡ୍ସ ୱର୍ଲ୍ଡ ପ୍ଲେ ସ୍କୁଲର ଦ୍ଵିତୀୟ ବାର୍ଷିକୋତ୍ସବ "ସପ୍ତରଙ୍ଗ 2024" ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଲେଖା ଦାସ, ଜୁନ୍ଥି ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲ୍ ର ଅଧ୍ୟକ୍ଷା ରଶ୍ମି ମିଶ୍ର ସ୍ୱାଗତ ଭାଷଣ ରଖିଥିଲେ। କୁନି କୁନି ପିଲମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରସ୍କାର ବିତରଣ ଉତ୍ସବ ମଧ୍ୟ ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସୁଭୋଜିତ ପଣ୍ଡା ପରିଚାଳନା କରିଥିଲେ।

What's Your Reaction?

like

dislike

love

funny

angry

sad

wow